କିଟ୍‌ ଛକରେ ବଡ଼ ଅଗ୍ନିକାଣ୍ଡ


ଭୁବନେଶ୍ୱର: କିଟ୍‌ ଛକ ସ୍ଥିତ ଏକ କର୍ପୋରେଟ୍‌ ବିଲ୍ଡିଂରେ ଅଗ୍ନିକାଣ୍ଡ।୪ର୍ଥ ମହଲାରେ ଅଗ୍ନିକାଣ୍ଡ, କିଛି ବ୍ୟକ୍ତି ଫସି ରହିଥିବା ଅନୁମାନ।ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଲିଭା ଉଦ୍ୟମ ଜାରି।


error: Content is protected !!