ଏକଦା କଂଗ୍ରେସର ଟାଣୁଆ ନେତ୍ରୀ ଥିଲେ


ଏକଦା କଂଗ୍ରେସର ଟାଣୁଆ ନେତ୍ରୀ ଥିଲେ, ପରେ ବିଜୁ ଜନତାଦଳ ରୁ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଦଳ ତାଙ୍କୁ ଟିକେଟ ଦେଇଥିଲା,ସେ ମଧ୍ୟ ବିଜୟୀ ହୋଇଥିଲେ, ଆଜି ବିଜେପିରେ ମିଶିଲେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ।


error: Content is protected !!