ସବୁ ସିଟ୍‌ରେ ଲଢ଼ିବ ବିଜେଡ଼ି


ସବୁ ସିଟ୍‌ରେ ଲଢ଼ିବ ବିଜେଡ଼ି।ମନମୋହନଙ୍କ ପୋଷ୍ଟ ପରେ ବିଜେଡ଼ି ସଂଗଠନ ସଂପାଦକ ବବିଙ୍କ ପୋଷ୍ଟ।ବିଜେଡ଼ି ସମସ୍ତ ଆସନରେ ଲଢ଼ିବ ପୋଷ୍ଟ କଲେ ପ୍ରଣବ ପ୍ରକାଶ।ବିଜେଡ଼ି ସମସ୍ତ ୨୧ ଲୋକସଭା , ୧୪୭ ବିଧାନସଭାରେ ଲଢ଼ିବ।ଲୋକଙ୍କ ସମର୍ଥନରେ ନବୀନଙ୍କ ନେତୃତ୍ୱରେ ତିନି ଚତୁର୍ଥାଂଶ ସିଟ୍‌ ପାଇବୁ।


error: Content is protected !!