ED ହେପାଜତରେ କେଜରିୱାଲଙ୍କ ଶାସନ


ED ହେପାଜତରେ ରହି ପ୍ରଥମ ସରକାରୀ ନିର୍ଦ୍ଦେଶ ଜାରି କଲେ କେଜରିୱାଲ।ଜଳସମ୍ପଦ ବିଭାଗ ପାଇଁ ନିର୍ଦ୍ଦେଶ ଜାରି କଲେ କେଜରିୱାଲ।ଏନେଇ ମନ୍ତ୍ରୀ ଅତିଶି ପ୍ରେସ୍‌ କନଫରେନ୍ସ କରିବା ସମ୍ଭାବନା।ଗିରଫ ସତ୍ତ୍ବେ ଏଯାବତ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ନାହାନ୍ତି କେଜରିୱାଲ।


error: Content is protected !!