ନବୀନ ନିବାସରେ ସମ୍ବଲପୁର ଅଙ୍କ କଷା


ନବୀନ ନିବାସରେ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା।ଜିଲ୍ଲା ପର୍ଯ୍ୟବେକ୍ଷକ, ଦଳର ବରିଷ୍ଠ ନେତା ଓ ବିଧାୟକ ଉପସ୍ଥିତ।ସମ୍ବଲପୁର ପରେ ସୁନ୍ଦରଗଡ଼ ପାଇଁ ସମୀକ୍ଷା କରିବ ବିଜେଡି।


error: Content is protected !!