କଥା ପ୍ରବଳ କାମ ଦୁର୍ବଳ: ପ୍ରଦୀପ


ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ ସରକାରଙ୍କୁ ବିଜେପିର ଟାର୍ଗେଟ୍‌।ପ୍ରେସ୍‌ମିଟ୍‌ କରି ଟାର୍ଗେଟ୍‌ କଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ।ଓଡ଼ିଶାରେ ରୋଗୀ ସଂଖ୍ୟା ବଢ଼ିଛି, ସ୍ବାସ୍ଥ୍ୟ ସେବା ଭୁଶୁଡ଼ିଛି।୨୫ ବର୍ଷ ଶାସନ ପରେ ବି ସ୍ବାସ୍ଥ୍ୟ ସେବା ଯୋଗାଇବାରେ ବିଫଳ।


error: Content is protected !!