ମୁନିଗୁଡ଼ା ଠାରେ ଦୁଲୁକିଲା ରଙ୍ଗର ପର୍ବ ହୋଲି


ବିଷମକଟକ:(କୃଷ୍ଣ ଚନ୍ଦ୍ର):- ରାୟଗଡା ଜିଲ୍ଲା ମୁନିଗୁଡା ବ୍ଳକ ଠାରେ ଦୁଲୁକିଲlରଙ୍ଗର ପର୍ବ ହୋଲି। ପରମ୍ପରା କୁ ନେଇ ଭାଇଚାରା ହୋଲି ଆଜି ମୁନିଗୁଡା ନୃତନ ବସଷ୍ଟାଣ୍ଡ ଠାରୁ ବାହାରି କୁଟ୍ରାଗଡ ପର୍ଯ୍ୟନ୍ତ ରଙ୍ଗର ହୋଲି ମଜା ମସ୍ତି କରି ହୋଲି ଖୋଲାଯାଇଥିଲା। ସେହି ଭଲି ମୁନିଗୁଡ଼ା ଠାରେ ବିଭିନ୍ନ ଯାଗାରେ ହୋଲି ଖେଲୁଥିଵାର ଦୁଶ୍ୟ ଦେଖିବାକୁ ମିଳିଥିଲା। ହୋଲି ରେ ମଜlମସ୍ତି କୁ ନେଇ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ, ଗଣେଶର ରାଓ, ପ୍ରସାଦ ସାହୁକାର, ଧନୁ କୁଶିଲିଆ ସଂସ୍କୃତ ମହା ବିଦ୍ୟାଳୟ ପ୍ରିନ୍ସପାଳ ସଞ୍ଜୟ ପତି, ସୁଶିଲ ସାହୁକାର ଓ ସମସ୍ତ ସାଙ୍ଗ ସାଥି ଏକାଠି ହୋଇ ରଙ୍ଗରେ ପର୍ବ ହୋଲି ଖେଳl ଯାଇଛି ସୈନ୍ଦର୍ଯ୍ୟର ପ୍ରତୀକ ହୋଲି ନାଲି,ନୀଳ, ହଳଦିଆରଙ୍ଗ ରେ ଖେଲୁଥିଵାର ଦେଖିବାକୁ ମିଳିଛି।ତଵେ ଗୋଳାପି ରଙ୍ଗର ପ୍ରେମର ପ୍ରତୀକ କମଳ ରଙ୍ଗର ତ୍ୟାଗ ର ପ୍ରତୀକ ହଳଦିଆ ରଙ୍ଗ ଜ୍ଞାନର ପ୍ରତୀକ। ପ୍ରତ୍ୟେକ ମଣିଷ ଜୀବନରେ ରଙ୍ଗ ଵିନା ଜୀବନ ଜିଇଁଵା ମୂଲ୍ୟହୀନ କାରଣ ପ୍ରତ୍ୟେକ ଲୋକେଙ୍କ ସୁଖ, ଦୁଃଖ,ହସ,ଲୁହ ଜୀଵନ ଵିତରେ କିଛି ରଙ୍ଗ ସହିତ ନିଜଵିତରେ ଟିକେ ନିକେ ହଜିଯିଵା ପାଇଁ ଏ ରଙ୍ଗର ପର୍ବ ଆସିଥାଏ । ମୁନିଗୁଡ଼ା ରେ ବିଭିନ୍ନ ଜାଗାରେ ଵା ସରକାରୀ ବେସରକାରୀ ଓ ରାଜନୀତି ଏବଂ ପ୍ରତ୍ୟେକ ସାହି ମଧ୍ୟ ରଙ୍ଗର ପର୍ବ ହୋଲି ଖେଲୁଥିଵାର ଦେଖିବାକୁ ମିଳିଛି।


error: Content is protected !!