ପ୍ରାର୍ଥୀ ଘୋଷଣା କଲା ବିଜେଡି


ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି।ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି।ସୋନପୁର- ନିରଞ୍ଜନ ପୂଜାରୀ, ପାଟଣାଗଡ଼- ସରୋଜ ମେହର।ବଲାଙ୍ଗୀର- କଳିକେଶ ସିଂଦେଓ, ଭବାନୀପାଟଣା- ପୁଷ୍ପେନ୍ଦ୍ର ସିଂଦେଓ।ବାଙ୍କୀ- ଦେବୀ ରଂଜନ ତ୍ରିପାଠୀ, ପାଟକୁରା- ଅରବିନ୍ଦ ମହାପାତ୍ର।


error: Content is protected !!