ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟରେ ଶୁଣାଣି


ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟରେ ଶୁଣାଣି।ପ୍ରତାପ ଜେନାଙ୍କ ଆବେଦନ ଉପରେ ପ୍ରତିପକ୍ଷଙ୍କ ଯୁକ୍ତି ଉପସ୍ଥାପନ।ଅସଂପୂର୍ଣ୍ଣ ରହିଲା ଯୁକ୍ତି ଉପସ୍ଥାପନ, ୧୦ରେ ପୁଣି ଶୁଣାଣି।ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଛନ୍ତି ପ୍ରତାପ।ପ୍ରତାପଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ତଳ କୋର୍ଟ ରାୟ ଶୁଣାଇଥିଲେ।


error: Content is protected !!