ଆଜି ବିଜେଡିରେ ଯୋଗ ଦେଇ ପାରନ୍ତି ସୁରେନ୍ଦ୍ର


ଆଜି ବିଜେଡି ରେ ଯୋଗ ଦେଇ ପାରନ୍ତି ସୁରେନ୍ଦ୍ର।କଂଗ୍ରେସ ଛାଡ଼ିଲେ ସୁରେନ୍ଦ୍ର ସିଂହ ଭୋଇଙ୍କ ଇସ୍ତଫା।ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା।ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଥିଲେ ସୁରେନ୍ଦ୍ର।ଆଜି ବିଜେଡି ରେ ଯୋଗ ଦେଇ ପାରନ୍ତି ଶ୍ରୀଯୁକ୍ତ ଭୋଇ।


error: Content is protected !!