ଆଜି ଆସିପାରେ ବିଜେପିର ପ୍ରାର୍ଥୀ ତାଲିକା


ଆଜି ଆସିପାରେ ବିଜେପିର ପ୍ରାର୍ଥୀ ତାଲିକା।୩ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ହୋଇପାରେ ଘୋଷଣା।ଦିଲ୍ଲୀରେ କୋର୍‌ କମିଟି ବୈଠକରେ ହୋଇଛି କସରତ।ଗତକାଲି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ।ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆଲୋଚନା।


error: Content is protected !!