୨ ଦିନ ପରେ ଫେରିବ ତାତି


ଆଗାମୀ ୨୪ ଘଣ୍ଟାରେ ଦିନ ତାପମାତ୍ରା ହ୍ରାସ ସମ୍ଭାବନା।ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ସମ୍ଭାବନା।ପରବର୍ତ୍ତୀ ୨ ଦିନ ମଧ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା।ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା।


error: Content is protected !!