ହସ୍ପିଟାଲରୁ ଚୋରି ଶିଶୁପୁତ୍ର ଉଦ୍ଧାର


ବାଲେଶ୍ବର: ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଶିଶୁପୁତ୍ର ଚୋରି ଘଟଣା।ବିଳମ୍ବିତ ରାତିରେ ଦୁର୍ଗାଦେବୀରୁ ଶିଶୁପୁତ୍ର ଉଦ୍ଧାର କଲା ପୋଲିସ।ଶିଶୁପୁତ୍ର ଉଦ୍ଧାର ସହ ଚୋରି କରିଥିବା ମହିଳା ଥାନାରେ ଅଟକ।କାଲି ମହିଳା ଜଣଙ୍କ SNCUରୁ ଶିଶୁପୁତ୍ରକୁ ଚୋରିକରି ନେଇଥିଲେ।ଚୋରି ନେଇ ବାଲିଆପାଳ ଆଠବାଟିଆର ଦମ୍ପତି ଅଭିଯୋଗ କରିଥିଲେ।


error: Content is protected !!