ଯେଉଁ ବିଧାୟକ କଟକ ସଦର ଅଂଚଳର ବିକାଶକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରି ସଦର ଅଂଚଳର ଉନ୍ନତିକୁ ଆଗକୁ ନେଇଛନ୍ତି । ଆଜି ସେହି ମାଟିର ପୁଅକୁ ଜିତେଇବା ପାଇଁ ୨୩ ଟି ପଞ୍ଚାୟତର ଭୋଟର ସମେତ ସଦର ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର ଏକାଠି ହୋଇଛନ୍ତି । ଯେଉଁମାନେ ଔଷଧ ବିକଳେ ତାଟିଆ କାମୁଡୁଛନ୍ତି ସେମାନଙ୍କୁ କଡ୍ଡା ଜବାବ ଦେବାପାଇଁ ଭୋଟର ରେଡି ହେଲେଣି ।


error: Content is protected !!