କାଳି ପାଇଁ ପରୀକ୍ଷା ମନା ନୁହେଁ


ଆଙ୍ଗୁଠିରେ ଭୋଟ୍‌ କାଳି ଲାଗିଥିଲେ ପରୀକ୍ଷା ପାଇଁ ବାରଣ ନାହିଁ।NTAର ସବୁ ପରୀକ୍ଷା ଦେଇହେବ ବୋଲି ସ୍ପଷ୍ଟ କଲା ଏନ୍‌ଟିଏ।ଭୋଟ୍‌ କାଳି ଆଙ୍ଗୁଠିରେ ଲାଗିଥିଲେ ପରୀକ୍ଷା ମନାକୁ ଗୁଜବ କହିଲା NTA।NTA ସେମିତି କୌଣସି ନିର୍ଦ୍ଦେଶନାମା ଦେଇନଥିବା ସ୍ପଷ୍ଟ କଲା।ଭୋଟ୍ କାଳି ଲାଗିଥିଲେ ପରୀକ୍ଷା ଦେଇହେବନି ବୋଲି ଖବର ବୁଲୁଥିଲା।ସୋସିଆଲ ମିଡିଆରେ ଖବର ବୁଲିବା ପରେ ଆଶଙ୍କାରେ ଥିଲେ ପିଲା।


error: Content is protected !!