ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା


🐚 ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା।ବିଜେଡି ସଭାପତି ନବୀନ ପଟ୍ଟନାୟକ କଲେ ଘୋଷଣା।ବାଲେଶ୍ବର ଲୋକସଭା ଓ ୯ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା।ବାଲେଶ୍ବର ଲୋକସଭା ଆସନରୁ ଳଢ଼ିବେ ଲେଖାଶ୍ରୀ ସାମନ୍ତସିଂହାର।ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ପ୍ରଭୁ ଜାନୀଙ୍କ ନାଁ ଘୋଷଣା।ପାରାଦୀପ ବିଧାନସଭା ଆସନ ପାଇଁ ଗୀତାଞ୍ଜଳି ରାଉତରାୟଙ୍କ ନାଁ ଘୋଷଣା।ସମ୍ବଲପୁର ବିଧାନସଭା ଆସନ ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ଘୋଷଣା।ତେଲକୋଇ ବିଧାନସଭା ଆସନ ପାଇଁ ମାଧବ ସର୍ଦ୍ଦାରଙ୍କ ନାଁ ଘୋଷଣା।ରେଢ଼ାଖୋଲ ବିଧାନସଭା ଆସନ ପାଇଁ ରୋହିତ ପୂଜାରୀଙ୍କ ନାଁ ଘୋଷଣା।ତାଳଚେର ବିଧାନସଭା ଆସନ ପାଇଁ ବ୍ରଜକିଶୋର ପ୍ରଧାନଙ୍କ ନାଁ ଘୋଷଣା।ଭୁବନେଶ୍ବର ମଧ୍ୟ ବିଧାନସଭା ଆସନ ପାଇଁ ଅନନ୍ତ ଜେନାଙ୍କ ନାଁ ଘୋଷଣା।ନର୍ଲା ବିଧାନସଭା ଆସନ ପାଇଁ ମନୋରମା ମହାନ୍ତିଙ୍କ ନାଁ ଘୋଷଣା।


error: Content is protected !!