ନିଆରା ଢଙ୍ଗରେ ପାଳିତ ହେଲା ଇଦୁଲ ଫିତର


ମାହାଙ୍ଗା:(ପବିତ୍ର କୁମାର ଓଝା):- ଇଦ ଉପଲକ୍ଷେ ଭଦ୍ରେଶ୍ୱର ଏବଂ ଗୋପାଳପୁର ପଂଚାୟତ ଜାମା ମସଜିଦ ଠାରେ ଇଦ ନମାଜ ପାଠ କରାଯାଇଛି ସାରା ଦେଶରେ ଆଜି ପାଳିତ ହେଇଚି ଇଦ ମୁସଲମାନ ସମ୍ପ୍ରଦାୟ ର ଏହା ହେଉଛି ସବୁଠୁ ବଡ ପର୍ବ ମୁସଲମାନ ଭାଇ ଓ ଭଉଣୀ ମାନେ ରମଜାନ ର ଗୋଟେ ମାସ ଓଷା ରଖି ବହୁତ ଧୁମ ଧାମରେ ଇଦ ପର୍ବ ପାଳନ କରିଛନ୍ତି।


error: Content is protected !!