ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୧୧୨ ବିଧାନସଭାରେ ନିଜ ଯୋଦ୍ଧାଙ୍କ ନାଁ ଘୋଷଣା ହୋଇଛି


👉ସେହିପରି ବିଜେପି ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୧୧୨ ବିଧାନସଭାରେ ନିଜ ଯୋଦ୍ଧାଙ୍କ ନାଁ ଘୋଷଣା ହୋଇଛି। ଏବେ ବି ବିଜେପିର ୩୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି। ସବୁଠୁ ପଛରେ ରହିଛି କଂଗ୍ରେସ। ଏବେ ବି ୧୦୦ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନି ହାତ , ଏପରିକି ମାତ୍ର ୮ଟି ଲୋକସଭା କ୍ଷେତ୍ର ପାଇଁ ହିଁ ପ୍ରାର୍ଥୀ ନାଁ ଘୋଷଣା କରିଛି ଦଳ।


error: Content is protected !!