ଲୁଟେରାଙ୍କ ଠାରୁ ମିଳିଲା ୧ କେଜି ସୁନା


ଭୁବନେଶ୍ବର: ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ ଧରିଲା କମିଶନରେଟ ପୋଲିସ।୪ ଲୁଟେରା ଗିରଫ ;୧ କେଜିରୁ ଅଧିକ ସୁନା ଗହଣା ଜବତ।ଦେଢ଼ କେଜି ରୁପା ଗହଣା , ୪ ଲକ୍ଷ ଟଙ୍କା ମଧ୍ୟ ଜବତ କଲା ପୋଲିସ।


error: Content is protected !!