ଦରମା ବୃଦ୍ଧି ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ


ଦରମା ବୃଦ୍ଧି ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ।ବଲାଙ୍ଗିର ଭୀମଭୋଇ ମେଡିକାଲ କର୍ମଚାରୀଙ୍କ ଆନ୍ଦୋଳନ।ଜିଲ୍ଲାର ଅନ୍ୟ ଡାକ୍ତରଖାନା କର୍ମଚାରୀଙ୍କ ବଢ଼ିଛି ଦରମା।ଭୀମଭୋଇର ୧୬୭ ଜଣଙ୍କ ଦରମା ବଢ଼ିନଥିବାରୁ ଆନ୍ଦୋଳନ।ଦରମା ବୃଦ୍ଧି ନେଇ ସୁପରିଟେଣ୍ଡେଣ୍ଟଙ୍କ ଲିଖିତ ପ୍ରତିଶ୍ରୁତି।


error: Content is protected !!