ଯାଜପୁର ଦୁର୍ଘଟଣା: ICUରେ ୫


ଯାଜପୁର ବସ୍‌ ଦୁର୍ଘଟଣା; ଆଇସିୟୁରେ ଚାଲିଛି ୫ ଜଣଙ୍କ ଚିକିତ୍ସା।ଚିକିତ୍ସା ସମ୍ପର୍କରେ ଏସ୍‌ସିବି କୁଳସଚିବ ଡ.ଅବିନାଶ ରାଉତଙ୍କ ସୂଚନା।୧୪ ଜଣଙ୍କୁ ଅସ୍ଥିଶଲ୍ୟ ଓ ୫ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।ଚିକିତ୍ସା ପରେ ୨୭ ଜଣଙ୍କୁ ଡିସଚାର୍ଜ କରାଯାଇଛି- କୁଳସଚିବ।କାଲି ଦୁର୍ଘଟଣାରେ ଆହତ ୪୬ ଜଣଙ୍କୁ ଏସ୍‌ସିବି ମେଡିକାଲ ଅଣାଯାଇଥିଲା।


error: Content is protected !!