ଦୁର୍ଘଟଣା: ଜଣେ ମୃତ,୨୦ ଆହତ


ଅନୁଗୁଳ: ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଧକ୍କା ଦେଲା ବସ୍‌।ବସ୍ ଡ୍ରାଇଭର ମୃତ, ୨୦ରୁ ଅଧିକ ଯାତ୍ରୀ ଆହତ।ଏନ୍ଏଚ୍ ୫୫ ଜରପଡ଼ା ଛକ ନିକଟରେ ହାଇୱାକୁ ପିଟିଲା ବସ୍। ବସ୍‌ଟି ଛତିଶଗଡ଼ କୋରବାରୁ ପୁରୀ ଆସୁଥିବା ବେଳେ ଦୁର୍ଘଟଣା।


error: Content is protected !!