ଅଭିନେତାଙ୍କ ଘର ଆଗରେ ଫାୟାରିଂ: ୨ ଗିରଫ


ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କ ଘର ଆଗରେ ଗୁଳିମାଡ଼ ଘଟଣା।୨ ଅଭିଯୁକ୍ତଙ୍କୁ ଗୁଜରାଟ ଭୁଜ୍‌ରୁ ଗିରଫ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ।ମୁମ୍ବାଇ ବାନ୍ଦ୍ରା ସ୍ଥିତ ସଲମାନ୍‌ଙ୍କ ଘର ବାହାରେ ଗୁଳିମାଡ଼ ହୋଇଥିଲା।


error: Content is protected !!