ବୃଦ୍ଧଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍ ରେ ଭର୍ତ୍ତି


ଚୌଦ୍ୱାର ଗାନ୍ଧୀଛକ ନିକଟସ୍ଥ ଆହାର କେନ୍ଦ୍ର ସମ୍ମୁଖରୁ ଗତକାଲି ରାତିରେ ଅଚେତ୍ ଅବସ୍ଥାରେ ଏହି ବୃଦ୍ଧଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲା। ବର୍ତମାନ ତାଙ୍କ ଅବସ୍ଥା ଗୁରୁତ୍ତର ଥିବା ଜଣାପଡିଛି। ତାଙ୍କର କୌଣସି ସଠିକ୍ ପରିଚୟ ମିଳିନଥିବା ବେଳେ ତାଙ୍କୁ ଚିହ୍ନିଥିବା ବ୍ୟକ୍ତି ମାନେ ଏହି ଖବର ତାଙ୍କ ପରିବାର କୁ ଜଣାଇ ଦେବାକୁ ଅନୁରୋଧ କରାଯାଉଛି।👆🏼


error: Content is protected !!