ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ


ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜଣେ ଯୋଗ୍ୟ,ଦକ୍ଷ,ସୁଦୃଢ ସଂଗଠକ,ସ୍ଥିତପ୍ରଜ୍ଞ,ଅଦ୍ୱିତୀୟ ବ୍ୟକ୍ତିତ୍ବ,ବର୍ଷିୟାନ ସମାଜସେବୀ,ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ ଶୃଙ୍ଖଳା କମିଟି ସଭ୍ୟ ଦେବେନ୍ଦ୍ର କୁମାର ସାହୁଙ୍କୁ ସାହିତ୍ୟ ସଂସ୍କୃତି ସମ୍ପନ୍ନ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ 2024ରେ ସୁଯୋଗ ପ୍ରଦାନ କରିଥିବାରୁ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକର ଅଗଣିତ କଂଗ୍ରେସ କର୍ମୀ, ଶୁଭେଚ୍ଛୁ ଓ କର୍ମକର୍ତ୍ତା ମାନଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସମ୍ମାନନୀୟ ମାନସ ଚୌଧୁରୀ,ପ୍ରଦେଶ କଂଗ୍ରେସ କମିଟି ସଭାପତି ସମ୍ମାନନୀୟ ଶରତ ପଟ୍ଟନାୟକ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ସମ୍ମାନନୀୟ ଡାକ୍ତର ଅଜୟ କୁମାର, ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦଳ ସଭାପତି ସମ୍ମାନନୀୟ ମଲ୍ଲିକାଜୁର୍ଣ୍ଣ ଖଡ଼ଗେଜି ଓ ପ୍ରତ୍ୟେକ କଂଗ୍ରେସ ପ୍ରେମୀ ମାନଙ୍କର ଆସ୍ଥା,ଭରଷା, ବିଶ୍ୱାସ ଓ ଆଦର୍ଶ ସମ୍ମାନନୀୟ ରାହୁଲ ଗାନ୍ଧୀଜୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଅଛୁ। ଅଲେଖ ପ୍ରସାଦ ସ୍ବାଇଁ ( ସଭାପତି) ବ୍ଲକ କଂଗ୍ରେସ କମିଟି,ମାହାଙ୍ଗା ରମାକାନ୍ତ ବେହେରା ( ସଭାପତି) ବ୍ଲକ କଂଗ୍ରେସ କମିଟି ନିଶ୍ଚିନ୍ତକୋଇଲି,କଟକ


error: Content is protected !!