ସାବତ ମାଆ ଓ ବାପାକୁ ଆଜୀବନ କାରାଦଣ୍ଡାଦେଶ


ବାଲେଶ୍ୱର:ସାବତ ମାଆ ଓ ବାପାକୁ ଆଜୀବନ କାରାଦଣ୍ଡାଦେଶ।ବାପା ଗଣେଶ ଜେନା, ମାଆ ପ୍ରତିମା ଜେନାଙ୍କୁ ଆଜୀବନ ଜେଲ୍‌।ନାବାଳକ ପୁଅକୁ ହତ୍ୟା ମାମଲାରେ ଆଜୀବନ ଜେଲ୍ ଶୁଣାଇଲେ କୋର୍ଟ।ଆଜୀବନ ସହ ୫ ହଜାର ଟଙ୍କା ଜରିମାନା କଲେ ସ୍ୱତନ୍ତ୍ର OPID କୋର୍ଟ।ଅଗଷ୍ଟ ୨୦୨୨ରେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ପୁଅକୁ ହତ୍ୟା କରିଥିଲେ।


error: Content is protected !!