ବଡ଼ଚଣାରୁ ବର୍ଷା ବିଜେଡି ପ୍ରାର୍ଥୀ


ବଡ଼ଚଣାରେ ସର୍‌ପ୍ରାଇଜ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ। ବଡ଼ଚଣାରୁ ପ୍ରାର୍ଥୀ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ବର୍ଷାଙ୍କ ପ୍ରାର୍ଥିତ୍ବ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ।


error: Content is protected !!