January 27, 2026

Now Odisha

Now Odisha

Month: September 2025

ବ୍ରହ୍ମପୁର : ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ପ୍ରଧାନନ୍ତ୍ରୀ ଗଞ୍ଜାମରେ ଏକ ବିରାଟ ସମାବେଶକୁ ସମ୍ବୋଧିତ କରିବେ।...

ବିଜେଡିର ବିପର୍ଯ୍ୟସ୍ତ ସାଂଗଠନିକ ପରିଚାଳନାକୁ ନେଇ ମୁହଁ ଖୋଲୁଥିବା ନେତାମାନଙ୍କୁ ଦଳବିରୋଧୀର ଆଖ୍ୟା ଦେଇ ବ୍ୟକ୍ତିଗତସ୍ତରରେ ଆକ୍ଷେପ କରୁଥିବା ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ ଅସଲ ଚିତ୍ର...

 ପାଟଣା,୧୪ା୯---କେନ୍ଦୁଝର ଜିଲା ପାଟଣା ଥାନା ଏଏସ୍‌ଆଇ ସରୋଜ କୁମାର ସେଠୀଙ୍କୁ ବିବାଦୀୟ ଆଇଟମ ଗର୍ଲ ନିଶା ମହାରଣାଙ୍କ ସହ ଫଟୋ ଉଠାଇବା ମହଙ୍ଗା ପଡ଼ିଛି। ସୁରକ୍ଷା ଦାୟିତ୍ୱରେ...

 ଖୋର୍ଦ୍ଧା,୧୪ା୯--- ଏଣିକି ଶନିବାର ସାଢେ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ। ଏନେଇ ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଅବହେଳା...

 ଇସଲାମାବାଦ,୧୪।୯: ବିଶ୍ୱ ଇତିହାସରେ ୨ ମଇ ୨୦୧୧ ତାରିଖକୁ ରେକର୍ଡ କରାଯାଇଛି। ଏହି ଦିନ ଆମେରିକା ପାକିସ୍ତାନର ଆବୋଟାବାଦରେ ୪୦ ମିନିଟ ଧରି ସାମରିକ କାର୍ଯ୍ୟାନୁଷ୍ଠାନରେ ଅଲ-କାଏଦା...

 ---ଆଜି ଇଣ୍ଟରନେଟ ବ୍ୟବହାର ଆମ ଜୀବନର ଏକ ଅଂଶ ପାଲଟିଛି। ସୋସିଆଲ ମିଡିଆ, ଭିଡିଓ କଲ, ଅନଲାଇନ ସପିଂ, ୟୁଟ୍ୟୁବ, ଅଫିସ କାମ, ସବୁକିଛି ଇଣ୍ଟରନେଟ ରେ...

୨୦ ବେଳକୁ ଆଉ ଏକ ଲଘୁଚାପ ! ଭୁବନେଶ୍ବର : ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସେପ୍ଟେମ୍ବର ୧୫ରୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିବ। ପଶ୍ଚିମ...

 ମାଳୟ ଦେଶ ନେପାଳ ରାଜତନ୍ତ୍ରରୁ ମୁକ୍ତି ପାଇବା ପରେ ୨୦୦୮ରେ ଗଣତନ୍ତ୍ରରେ ପାଦ ଦେଇଥିଲା। ରାଜତନ୍ତ୍ର ଉଚ୍ଛେଦ ପରେ ଆଶା କରାଯାଉଥିଲା ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ‘ନ୍ୟାୟ...

ବଦଳିଲା ବାଲିଯାତ୍ରା ନାଁ। ନଭେମ୍ବର ୫ରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରାରେ ଚଳିତ ଥର ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏଥର ବାଲିଯାତ୍ରା ନାମ ବଦଳାଇବାକୁ ନିଷ୍ପତ୍ତି...

 ଆଲ୍ଲାହାବାଦ,୧୩।୯: ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି ପ୍ରେମ ସମ୍ପର୍କରେ ଦୀର୍ଘ ସମୟ ଧରି ସହମତିରେ ଶାରୀରିକ ସମ୍ପର୍କ...

error: Content is protected !!