ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ


ମା’ ତାରାତାରିଣୀଙ୍କ ଦର୍ଶନ କରି ନାମାଙ୍କନ କଲେ।ଉପସ୍ଥିତ ଅଛନ୍ତି ଭିକେ ପାଣ୍ଡିଆନ, ବିକ୍ରମ ଆରୁଖ।ବ୍ରହ୍ମପୁର BJD ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଉପସ୍ଥିତ।ଆସିକା ସାଂସଦ ପ୍ରାର୍ଥୀ ରଂଜିତା ସାହୁ ମଧ୍ୟ ଉପସ୍ଥିତ।


error: Content is protected !!