ନିର୍ବାଚନ କମିଶନରଙ୍କ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି


ନିର୍ବାଚନ କମିଶନରଙ୍କ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।ଏପଟେ ରାତିଅଧିଆ କେଳେଙ୍କାରି ଚାଲିଛି ।କଣ ଏମିତି ଦରକାର ପଡିଲା ଯେ ବିଳମ୍ୱିତ ରାତିରେ ମହାନଦୀ ବିହାର ୱାଟକୋ ସବଡିଭିଜନ ଅଫିସ ପରିସରରେ ରାତାରାତି ଫେବର ବ୍ଲକ ଇଟା ବିଛାଇବାକୁ ପଡିଲା । କୋଉଠି ପାଣି ପାଇପ ଫାଟି ବିଷାକ୍ତ ପାଣି ପିଇ କାମଳ ରୋଗ ବାପଲାଣି ସେଥିପ୍ରତି ନଜର ନାହିଁ । ଏପଟେ ଠିକାଦାରକୁ ହାତ କରି ନିର୍ବାଚନ କମିଶନର ଆଖିରେ ଆଙ୍ଗୁଠି ଗେଞ୍ଜି ହରୁଲୁଟ ଚାଲିଛି । ଏପଟେ ବିରୋଧୀ କହିଲେଣି କାର୍ଯ୍ୟାନୁଷ୍ଠାନ ନହେଲେ ୱାଟକୋ ଅଫିସ ଘେରାଉ କରିବୁ ।ଦେଖାଯାଉ କଣ କାର୍ଯ୍ୟାନୁଷ୍ଠାନ ହେଉଛି ଦେଖିବାକୁ ବାକି ରହିଲା ।


error: Content is protected !!