୧୨/ଅଗଷ୍ଟ/୨୦୨୩ରୁ ନୂଆପଡା ବାଳାଶ୍ରମରୁ ୮ ମାସ ହେଲାଣି ହେଲ୍ ମେଟ ଓରଫ ସିଦ୍ଧାର୍ଥ ଦାସ(୧୩)ନିଖୋଜ ପତ୍ତା ମିଳୁନି । ମଧୁପାଟଣା ଥାନାରେ ଏତଲା ମଧ୍ୟ ହୋଇଛି । ପୋଲିସ ମାମଲା ରୁଜୁ କରି ବିଭିନ୍ନ ଥାନାକୁ ସିଦ୍ଧାର୍ଥଙ୍କର ଫଟୋ ଓ ତଥ୍ୟ ପଠାଇଛି । ହେଲେ ଗୁରୁତର ସହ ନେଉ ନଥିବାରୁ ନିଖୋଜ ନାବଳକର ପତ୍ତା ମିଳୁଥିବା ଅଞ୍ଚଳବାସୀ କୁହନ୍ତି ।


error: Content is protected !!