ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନାଁରେ ଫେକ୍ ଫଟୋ ଭାଇରାଲ୍


ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନାଁରେ ଫେକ୍ ଫଟୋ ଭାଇରାଲ୍।Xରେ ଟ୍ବିଟ କରି ସୂଚନା ଦେଲେ ମନ୍ତ୍ରୀ ରାଜା ସ୍ବାଇଁ।ସ୍ବର୍ଗତ ଦାମ ରାଉତଙ୍କ ଫଟୋରେ ପାଣ୍ଡିଆନଙ୍କ ଫଟୋ ଲଗାଇ Xରେ ସୂଚନା।ECIଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ଦାବି।କାର୍ଯ୍ୟାନୁଷ୍ଠାନ ଦାବି କଲେ ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ।


error: Content is protected !!