ଆଜି କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି ଅନୁଭବ


କଟକ JMFC କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି ଅନୁଭବ।ଅନୁଭବଙ୍କ ସହ ୨ ସହଯୋଗୀଙ୍କ ମଧ୍ୟ ଆତ୍ମସମର୍ପଣ।ଗତକାଲି ଅନୁଭବଙ୍କ ଓ ୨ ସହଯୋଗୀଙ୍କ ବିରୋଧରେ ଜାରି ହୋଇଥିଲା NBW।ବର୍ଷାଙ୍କୁ ନିର୍ଯ୍ୟାତନା ମାମଲାର ଶୁଣାଣିରେ ହାଜର ହେଉନଥିଲେ।


error: Content is protected !!