January 25, 2026

Now Odisha

Now Odisha

ଓମାନ ସହ ବାଣିଜ୍ୟ ଚୁକ୍ତି ଉପରେ ମୋହର, ବିନା ଟ୍ୟାକ୍ସରେ ଆରବ ଦେଶରେ ବିକ୍ରି ହେବ ଭାରତୀୟ ସାମଗ୍ରୀ |

Spread the love

ନୂଆଦିଲ୍ଲୀ,୧୮।୧୨ : ଭାରତ ଏବଂ ଓମାନ ମଧ୍ୟରେ ଆଜି ନୂଆ ଆର୍ଥିକ ସମ୍ପର୍କର ଆରମ୍ଭ ହୋଇଛି। ଦୁଇ ଦେଶ ଗୁରୁବାର ଔପଚାରିକ ବ୍ୟାପକ ଆର୍ଥିକ ପାର୍ଟନରସିପ୍ ଚୁକ୍ତି ସାକ୍ଷର କରିଛନ୍ତି। ଏହି ଚୁକ୍ତି ନା କେବଳ ଭାରତୀୟ ରପ୍ତାନୀକାରୀଙ୍କ ପାଇଁ ଭଲ ସୁଯୋଗ ନେଇକି ଆସିଛି, ବରଂ ୨୦୦୬ରେ ଆମେରିକା ସହ ହୋଇଥିବା ଚୁକ୍ତି ପରେ ଓମାନ ପକ୍ଷରୁ କୌଣସି ଦେଶ ସହ କରାଯାଇଥିବା ପ୍ରଥମ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି।ବାଣିଜ୍ୟ ଦୃଷ୍ଟିରୁ ଦେଖାଯାଏ ଯଦି ତେବେ ୨୦୨୪-୨୫ ରେ ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୦ବିଲିୟନ ଡଲାର ପାର କରିସାରିଛି। ଓମାନରେ ପ୍ରାୟ ୭ ଲକ୍ଷ ଭାରତୀୟ ରହିଛନ୍ତି, ଯେଉଁମାନେ ବାର୍ଷିକ ପ୍ରାୟ ୨ ବିଲିୟନ ଡଲାର ବିଦେଶୀ ମୁଦ୍ରା ଭାରତ ପଠାନ୍ତି। ଏହି ଚୁକ୍ତି ଏ ସମ୍ପର୍କକୁ ଆହୁରି ମଜବୁତ କରିବ।

ଭାରତ-ଓମାନ ଚୁକ୍ତି ସମ୍ପର୍କିତ ନୂଆ କଥା

୧- ଭାରତୀୟ ପ୍ରଡକ୍ଟର ‘ଡ୍ୟୁଟି ଫ୍ରି’ ଏଣ୍ଟ୍ରି

୨-ସେବା ବୃତ୍ତିଗତ ଗତିବିଧିରେ ବାଣିଜ୍ୟ

୩- ସମ୍ବେଦନଶୀଳ ଘରୋଇ ହିତର ରକ୍ଷା ପାଇଁ କିଛି ପଦକ୍ଷେପ

error: Content is protected !!