ମହିଳାଙ୍କୁ ଗଳାକାଟି ହତ୍ୟା


ମୁନିଗୁଡ଼ା: ଘର ଭିତରେ ମହିଳାଙ୍କ ଗଳାକଟା ମୃତଦେହ ଠାବ।ମୁନିଗୁଡ଼ା ଥାନା ହାଟମୁନିଗୁଡ଼ା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ।ମହିଳା ଜଣଙ୍କ ଘରେ ଏକା ରହୁଥିଲେ, ହତ୍ୟାର କାରଣ ଅସ୍ପଷ୍ଟ।ଘଟଣାସ୍ଥଳରେ ମୁନିଗୁଡା ଥାନା ପୋଲିସର ଛାନଭିନ୍‌।


error: Content is protected !!