ସାତଶଙ୍ଖ – ବଳଙ୍ଗା ପୂର୍ତ୍ତ ସଡ଼କ ନବୀକରଣ ସମ୍ପ୍ରସାରଣ କାର୍ଯ୍ୟ ଉର୍ନ୍ନତ ମାନର ହୋଇଛି. ଏହି କାର୍ଯ୍ୟ ସମ୍ପ୍ରସାରଣ ସମୟରେ ଖବର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପିପିଲି ପି ଡବ୍ଲୁ ଡ଼ି ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ସାହୁ ଏବଂ ଓଡିଶା ଭୁବନେଶ୍ୱର ସେଣ୍ଟ୍ରାଲ ସର୍କଲ ମୁଖ୍ୟ ଯନ୍ତ୍ରୀ ଗୁରୁତର ସହିତ ତଦାରଖ କରି ନିଯୁକ୍ତି ଥିବା ଠିକା ସଂସ୍ଥା ଦ୍ୱାରା କାର୍ଯ୍ୟ ଉର୍ନ୍ନତ ମାନର କରି ଥିବା ଅଞ୍ଚଳରେ ଚର୍ଚ୍ଚା ହେଉ ଅଛି. ଏହି ରାସ୍ତା ସମ୍ପ୍ରସାରଣ ସମୟରେ ଏସ୍ଟି ମେଣ୍ଟ ଅନୁଯାୟୀ ମେଟ୍ରିଆଲସ ବ୍ୟବହାର କରାଯାଇ ଥିବା ବିଭାଗୀୟ ସିସି ଏବଂ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରି ଛନ୍ତି. ଏହି ରାସ୍ତାରେ ପ୍ରାୟ 11 କୋଟି ରୁ ଉର୍ଦ୍ଧ ବ୍ୟୟ ବରାଦ ହୋଇ ଥିବା ବେଳେ ଠିକା ସଂସ୍ଥା ଅଞ୍ଚଳର ଜନସାଧାରଣ ଓ ଭାରି ଯାନ ବାହାନ ଚଳା ଚଳ ପାଇଁ ସୁଦୃଢ କାର୍ଯ୍ୟ କରି ଅଛି. ଉକ୍ତ ରାସ୍ତା କାର୍ଯ୍ୟ ଶେଷ ହେବା ପରେ ପଥଚାରି ଓ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପାଇଁ ନୂଆ ମାର୍ଗ ଦର୍ଶକ ସାଜି ଥିବା ବେଳେ ଅଞ୍ଚଳ ବାସି ଠିକା ସଂସ୍ଥାକୁ ଏବଂ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ମଣି ଛନ୍ତି.

More Stories
ବଜ୍ରାଘାତରେ ଟଳି ପଡ଼ିଲେ ଗାଈ ଚରାଳି |
ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ:କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
ନିଶା କ୍ଷେତ୍ରରେ ‘ଜିରୋ ଟୋଲେରାନ୍ସ’: ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ – “ସୁଧୁର, ନଚେତ୍ ବୁଲଡୋଜର ଆକ୍ସନ୍ ପାଇଁ ପ୍ରସ୍ତୁତ ରୁହ!”