ଏ ଛୋଟ ପିଲାଟି ହଜି ଯାଇଚି


ଏ ଛୋଟ ପିଲାଟି ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳର।ବରୀ ମାଉଣ୍ଟ ପାଖ ଜାମୁଡିହ ଗ୍ରାମରେ ଅଛି। ତାର ବାପା ସାଙ୍ଗରେ ଆସିଥିଲା, ବାପା ପାଖରୁ ହଜି ଯାଇଚି।ଦୟାକରି ଖବର ଟିକୁ ଆଗକୁ ପଠାନ୍ତୁ।ସେ ଯେପରି ତା ବାପା ଙ୍କୁ ପାଇ ଯାଉ। ଅରୁଆଲ ଗ୍ରାମର ସମସେର ଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧContact no – 9778478756ବିଦ୍ର:ସୋସିଆଲ ମିଡିଆ।


error: Content is protected !!