ଅନୁଗୁଳ /ତାଳଚେର :ତା 4/2/2026: ଗତ କିଛି ଦିନ ପୂର୍ବରୁ ପ୍ରଖ୍ୟାତ ହିନ୍ଦି ଚଳଚିତ୍ର ଅଭିନେତା ଧର୍ମେନ୍ଦ୍ର ଙ୍କର ବିୟୋଗ ଘଟିଥିଲା |ଧର୍ମେନ୍ଦ୍ର ବହୁ ଦଶନ୍ଧି ଧରି ହିନ୍ଦି ଚଳଚିତ୍ର ଜଗତରେ ସୁନାମଧନ୍ୟ ଅଭିନେତା ଭାବେ ବେଶ ଜଣାଶୁଣା |ତାଙ୍କର ଧର୍ମପତ୍ନୀ ହେମାମାଳିନୀ ମଧ୍ୟ ହିନ୍ଦି ଚଳଚିତ୍ର ରେ ଜଣେ ସୁନାମଧନ୍ୟ ଅଭିନେତା ସହ ସାଂସଦ ଅଛନ୍ତି | ଆଜି ବୁଧବାର ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନୁଆଁ ଦିଲ୍ଲୀ ପାର୍ଲିଆମେଣ୍ଟ ରେ ଧର୍ମେନ୍ଦ୍ର ଙ୍କର ଧର୍ମପତ୍ନୀ ସାଂସଦ ତଥା ପଦ୍ମଶ୍ରୀ ହେମାମାଳିନୀ ଙ୍କୁ ଭେଟି ଗଭୀର ଶୋକ ପ୍ରକଟ କରିବା ସହ ସମବେଦନା ଜଣାଇଛନ୍ତି |

More Stories
ପିକ୍ଅପ୍ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ
ନକଲି ଫେସ୍ବୁକ୍ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ
ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ