ଗତ ୩ ତାରିଖରୁ ମରିସସ ରେ ଜାହାଜରୁ ନିଖୋଜ ହୋଇଥିବା ଭଦ୍ରକ ଜିଲା କେଶପୁର ଗୋପାଳବିନ୍ଧାର ମୂଳ ନିବାସୀ ସତ୍ୟଜିତ୍ ମହାପାତ୍ରଙ୍କ ପୁତ୍ର ସାର୍ଥକ ମହାପାତ୍ର ଖବର ପାଇ ଜିଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ,ବିଭଗୀୟ ଶ୍ରମ ଆୟୁକ୍ତ ସଚ୍ଚିଦାନନ୍ଦ ଜେନା ,ଜିଲ୍ଲା ଶ୍ରମ ଅଧିକାରୀ ପ୍ରେମ ମଞ୍ଜରୀ ନାୟକ ଭୁବନେଶ୍ୱର ସ୍ଥିତ ବାସଭବନ ରେ ତାଙ୍କ ପରିବାର ଙ୍କୁ ଭେଟି ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ନିୟମ ଅନୁଯାୟୀ ସମସ୍ତ ସହଯୋଗ ପ୍ରଦାନ କରିବାକୁ ଆଶ୍ୱାସନା ପ୍ରଦାନ କରାଯାଇଛି।

More Stories
ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି : ପୁରୀ ଶଙ୍କରାଚାର୍ଯ୍ୟ
ଟ୍ରାଭେଲ୍ସ ବସ୍ – ଟିପ୍ପର ଟ୍ରକ ଧକ୍କା, ୧୩ ଜୀବନ୍ତ ଦଗ୍ଧ
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ |