ଘରପୋଡି


ଡେରାବିଶ ବ୍ଲକ ଅନ୍ତର୍ଗତ ଗୋଲରହାଟ ଗ୍ରାମ ପଂଚାୟତ ର ଧୂମୁକାହାଟ ଗ୍ରାମର ମୃତୁଞ୍ଜୟ ରାଉତ ଏବଂ ଗୋବିନ୍ଦ ରାଉତଙ୍କ ଘରପୋଡି ଯାଇଥିବା ଖବର ପାଇ ଆଜି ମାନନୀୟା ବିଧାୟିକା ପାଟକୁରାଙ୍କ ପ୍ରତିନିଧି ତଥା ବିଜେଡି ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଶ୍ରୀଯୁକ୍ତ ସଞ୍ଜୟ ଅଗ୍ରୱାଲ ପହଂଚି ପରିବାରକୁ ଶାନ୍ତନା ଦେବା ସହିତ ସହଯୋଗ ର ହାତ ବଢ଼ାଇଛନ୍ତି ଏହି ଅବସରରେ ଉପସ୍ଥିତ ଥିଲେ ଡେରାବିଶ ବ୍ଲକ ବିଜେଡି ସଭାପତି ତଥା ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦେବାଶିଷ ଆଚାର୍ଯ୍ୟ, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ତ୍ରିଲୋଚନ ରାଉତ, ସମିତି ସଭ୍ୟ କରୁଣାକର କାଣ୍ଡି, ପ୍ରମୁଖ |


error: Content is protected !!