ରାମ ମନ୍ଦିର ପାଇଁ ୬ କ୍ୱିଣ୍ଟାଲ ଘିଅ


ରାମ ମନ୍ଦିର ପାଇଁ ୬ କ୍ୱିଣ୍ଟାଲ ଘିଅ । ମକର ସଂକ୍ରାନ୍ତିର ଠିକ୍ ୨ ଦିନ ପର ଆରମ୍ଭ ହେବ ବିଶାଳ ହୋମ-ଯଜ୍ଞ । ଅଯୋଧ୍ୟା ଆସିବେ ୪ ହଜାର ସାଧୁସନ୍ଥଙ୍କ ସହ ୭ ହଜାର ଅତିଥି । ରାଜନୀତି, ଶିଳ୍ପ, କ୍ରୀଡ଼ା, ସିନେମା ଓ ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତି ଅତିଥି ଭାବେ ସାମିଲ ହେବେ।


error: Content is protected !!