12/2/2026 ସାରା ଭାରତ କେନ୍ଦ୍ରିୟ ଶ୍ରମ ସଂଗଠନ ର ୧୨ ଘଣ୍ଟିଆ ଵଂଦ ଡାକରା, ସାନ୍ତି ଶୃଙ୍ଖଳା ଚାଲୁଥିଲା ଵେଳେ ଦିନ ୧.୩୦ ସମୟରେ ଅତର୍କିତ ଭାଵେ ଆନ୍ଦୋଳନ କାରୀ ଙ୍କ ସହ କୋୖଣସି ବୁଝା ସୁଝା ନ କରି ମୁଁହ ରେ କପଡା ବାନ୍ଧି ଲେଡି କଲେଷ୍ଟବଳ ଜଣ କ ମହିଳା ଆନ୍ଦୋଳନ କାରିଗରୀ ଙ୍କୁ ଧକ୍କା ପେଲା ମାରିବା ସହ ଗାଡି ଚେଢେଇ ଦେବାପାଇଁ ଉଦ୍ୟମ କରୁଥିଲେ। ଏହି ଅଖିଳ ଭାରତ ପ୍ରଗତି ଶିଳ ମହିଳା ଭଦ୍ରକ ଜିଲ୍ଲା ସମ୍ପାଦିକା ଜୟନ୍ତୀ ଵିଶ୍ଵାଳ ଗୁରୁତର ଅବସ୍ଥାରେ ଭଦ୍ରକ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୋସିଆଲ ମିଡିଆରେ ଭିଜୁଆଲ କୁ ଆଧାର କରି ଏହି ସମ୍ବାଦ କରାଯାଉଅଛି। ଏଣୁ ଶ୍ରମିକ ଆନ୍ଦୋଳନ ପ୍ରତି ପ୍ରଶାସନ ର କାହିଁକି ଏ ଦୃଵଳ ମନୋଭାବ ଏହା ଅଞ୍ଚଳ ରେ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି।

More Stories
ପିକ୍ଅପ୍ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ
ନକଲି ଫେସ୍ବୁକ୍ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ
ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ