କୋଟୀତୀର୍ଥେଶ୍ୱର


କୋଟୀତୀର୍ଥ ରୋଡ଼ପୁରୁଣା ଭୁବନେଶ୍ୱର ଏହି ମନ୍ଦିରଟି ସୋମବଂଶୀ ନରପତି ମାନଙ୍କଦ୍ୱାରା ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା l ଉତ୍କଳୀୟ ଶୈଳୀରେ ନିର୍ମିତ ଏହି ମନ୍ଦିର ସଂଲଗ୍ନ କୋଟୀତୀର୍ଥ ପୁଷ୍କରିଣୀ ଅଶେଷ ଫଳପ୍ରଦ lଏହି ମନ୍ଦିରରେ ସ୍ଥାପିତ ସ୍ବୟମ୍ଭୁ ଶିଵଲିଙ୍ଗ ହେଉଛନ୍ତି କୋଟୀତୀର୍ଥେଶ୍ୱର ମହାଦେବ l ସ୍କନ୍ଦ ପୁରାଣର ଉତ୍କଳଖଣ୍ଡରେ ପ୍ରଭୁଙ୍କର ମହିମା ବର୍ଣ୍ଣିତ lବିଷ୍ଣୁ ଦମନକ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ଏହି ମନ୍ଦିରର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ, ଯେଉଁଦିନ ଲିଙ୍ଗରାଜ ମହାପ୍ରଭୁ ଏଠାକୁ ବିଜେ ହୋଇଥାନ୍ତି l ସମସ୍ତ ଶୈବ ପର୍ବପର୍ବାଣୀ ଏଠାରେ ମହା ସମାରୋହରେ ପାଳିତ ହୋଇଥାଏ l ଜୟ ଭଗବାନ ଶ୍ରୀ କୋଟୀତୀର୍ଥେଶ୍ୱର ମହାଦେବ lଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ l


error: Content is protected !!