ଦକ୍ଷିଣ କୋରିଆ ନେତାଙ୍କୁ ଛୁରାମାଡ଼


ଦକ୍ଷିଣ କୋରିଆ ନେତାଙ୍କୁ ଛୁରାମାଡ଼।ଦକ୍ଷିଣ କୋରିଆର ବିରୋଧୀ ଦଳ ନେତାଙ୍କୁ ଛୁରାମାଡ଼।ଡେମୋକ୍ରାଟିକ ପାର୍ଟି ମୁଖ୍ୟ ଲି-ଜାଏ-ମ୍ୟୁଙ୍ଗଙ୍କ ବେକରେ ଛୁରାମାଡ଼।ବୁସାନ ସହର ଗସ୍ତ ବେଳେ ଆକ୍ରମଣ ହୋଇଥିବା ସୂଚନା।ଛୁରାମାଡ଼ କରିଥିବା ବ୍ୟକ୍ତି ଗିରଫ, ଗୁରୁତର ଲି-ଜାଏ ହସ୍ପିଟାଲରେ ଭର୍ତ୍ତି।


error: Content is protected !!