ଜାପାନରେ ଭୂମିକମ୍ପ ୬ ମୃତ


ଜାପାନରେ ଭୂମିକମ୍ପ ୬ ମୃତ।ଜାପାନରେ ଶକ୍ତିଶାଳୀ ଭୂମିକଂପରେ ୬ ଜଣଙ୍କ ମୃତ୍ୟୁ।ଅନେକ କୋଠା ଭୁଶୁଡ଼ିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା।ଗତକାଲି ୭.୬ ତୀବ୍ରତାର ଭୂକଂପ ଝଟ୍‌କା ଅନୁଭୂତ ହୋଇଥିଲା।ଶକ୍ତିଶାଳୀ ଭୂଂକପ ଝଟ୍‌କା ପରେ ସୁନାମୀ ୱାର୍ଣ୍ଣିଂ ଜାରି ହୋଇଥିଲା।


error: Content is protected !!