ବନ୍ତ ବ୍ଲକ ଅନ୍ତର୍ଗତ ପଧାନପଡ଼ା ପଞ୍ଚାୟତ ବନବିହାରୀ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ ପୃଷ୍ଟିଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ।
ଆଜି ସମ୍ବର୍ଦ୍ଧନା ସଭାରେ ସଭାପତିତ୍ବ କରିଥିଲେ ୟାକତ୍ ଅଲ୍ଲୀ ।
ଏହି ସଭାରେ ବହୁତ୍ ସମ୍ମାନୀୟ ଅତିଥି ଓ ରାଜନେତା ଉପସ୍ଥିତ ରହି ନିଜର ବକ୍ତବ୍ୟରେ ଅଜୟ ସାରଙ୍କ ସରକାରୀ ଜୀବନଶୈଳୀ ଓ ତାଙ୍କ ଜୀବନର ସଫଳତା ବିଷୟରେ କହିଥିଲେ ଓ ପିଲା ମାନଙ୍କୁ ଶିକ୍ଷା ଓ ତାଙ୍କ ଭଲ ଜ୍ଞାନ ଦେବା ପାଇଁ କହିଥିଲେ ।
ଅଜୟ ସାରଙ୍କ ସମସ୍ତ ଶ୍ରଦ୍ଧେୟ ଅନେକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଆସି ସାରଙ୍କୁ ପୁଷ୍ପ ଗୁଚ୍ଛ ଅନେକ ଗିଫ୍ଟ, ମାନପତ୍ର ଦେଇ ଶୁଭେଚ୍ଛା ଜଣାଇଲେ ।
ଏହି ସଭାକୁ ବନ ବିହାରୀ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ବିଦ୍ୟାଳୟର କମିଟି ସହଯୋଗ କରିଥିଲେ ।

More Stories
ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି
ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ
ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ