ଝାରସୁଗୁଡ଼ା ଜିଲ୍ଲା ର ପ୍ରଦୂଷଣ ମାତ୍ରା ଦେଖନ୍ତୁ କେଉଁ ଦିଗକୁ ଗତି କରୁଛି ଏଇଟା ହେଉଛି ବ୍ରଜରାଜନଗର ଅଞ୍ଚଳର ନଅ ଦିନ ଧରି ଚାଲିଥିବା ନବରାତ୍ର ପୂଜା ର ଶେଷ ଦିନେ ଯେତେବେଳେ ଲୋକମାନଙ୍କୁ ପ୍ରସାଦ ବଣ୍ଟନ କରାଯିବା ପାଇଁ ଉକ୍ତ ଭୂଜି ରେ ଖଳି-ଦନା କୁ ଧୁଆଯିବା ବେଳେ କେଉଁଭଳି କଳା ଡଷ୍ଟ୍ ଗୁଣ୍ଡ ପାଣି ରେ ମିଶି ବିଷାକ୍ତ ଜଲ ପ୍ରସ୍ତୁତ ହେଉଛି ତାହା ଆପଣ ଟିକିଏ ନଜର ଅନ୍ଦାଜ କରନ୍ତୁ ଆପଣ ମାନେ ସମସ୍ତେ ଭଲ ଅନୁମାନ କରି ପାରୁଥିବେ ଯେ ଝାରସୁଗୁଡ଼ାରେ କେଉଁ ହିସାବରେ ପ୍ରଦୂଷଣ ମାତ୍ରାଧିକ ବଢି଼ବାରେ ଲାଗିଛି । ଏହି ଭିଡ଼ିଓ କୁ ଦେଖି ଅନୁମାନ କରିପାରୁଥିବେ ଯେ ଝାରସୁଗୁଡ଼ା ସହର କେତେ ବିଷାକ୍ତ ହେଇ ଗଲାଣି ତାହା ଆପଣ ଅନୁମାନ କରିପରୁଥିବେ । ତାହା କେତେ ଯେ ବିଷାକ୍ତ ଯାହା ଶରୀରକୁ କେତେ କ୍ଷତି ପହଞ୍ଚାଇବ ତାହା ବ୍ୟାଖ୍ୟା କରିଲେ ଅତୁକ୍ତି ହେବ ନାହିଁ । ହେଲେ ଝାରସୁଗୁଡ଼ା ପ୍ରଦୂଷଣ ବିଭାଗ ନାମ ମାତ୍ର କ ରହିଛି କିନ୍ତୁ ଏଥିପ୍ରତି କିଛି ସୃଷ୍ଟି ଦେଉନି । ହେଲେ ବଡ଼ ବଡ଼ କମ୍ପାନୀ ମାନଙ୍କ ଠୁ ଚାନ୍ଦା ଆଦାୟ କରିଚାଲିଛନ୍ତି ।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |