କାଳିଆ ଯୋଜନା ୩ ବର୍ଷ ବଢ଼ିଲା।କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ଆଉ ୩ ବର୍ଷ ବଢ଼ିଲା।୨୦୨୬-୨୭ ପର୍ଯ୍ୟନ୍ତ ବଢ଼ିବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି।୩ ବର୍ଷ ଯୋଜନା ବଢ଼ିବା ନେଇ ଖର୍ଚ୍ଚ ହେବ ୬୦୨୯.୭୦ କୋଟି।କାଳିଆ ସହାୟତା ପ୍ରଦାନ କଟକଣାକୁ କୋହଳ ପାଇଁ ନିଷ୍ପତ୍ତି।ଏପ୍ରିଲ ୧ ଓ ସେପ୍ଟେମ୍ବର ୧ ବଦଳରେ ଏଣିକି ଯେବେ ବି ଦେଇହେବ।ଚାଷୀଙ୍କ ଆବଶ୍ୟକତା ଦେଖି ସହାୟତା ପ୍ରଦାନ କରିବେ ସରକାର।
More Stories
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ରାଜ୍ୟ ସଭା ରେ ଦେଇଥିବା ଉଦବୋଧନ
ରାହୁଲ ଗାନ୍ଧୀ ଠେଲି ଦେଲେ: ପ୍ରତାପ