କାଳିଆ ଯୋଜନା ୩ ବର୍ଷ ବଢ଼ିଲା।କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ଆଉ ୩ ବର୍ଷ ବଢ଼ିଲା।୨୦୨୬-୨୭ ପର୍ଯ୍ୟନ୍ତ ବଢ଼ିବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି।୩ ବର୍ଷ ଯୋଜନା ବଢ଼ିବା ନେଇ ଖର୍ଚ୍ଚ ହେବ ୬୦୨୯.୭୦ କୋଟି।କାଳିଆ ସହାୟତା ପ୍ରଦାନ କଟକଣାକୁ କୋହଳ ପାଇଁ ନିଷ୍ପତ୍ତି।ଏପ୍ରିଲ ୧ ଓ ସେପ୍ଟେମ୍ବର ୧ ବଦଳରେ ଏଣିକି ଯେବେ ବି ଦେଇହେବ।ଚାଷୀଙ୍କ ଆବଶ୍ୟକତା ଦେଖି ସହାୟତା ପ୍ରଦାନ କରିବେ ସରକାର।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ