ଆଇପିଏଲ୍ ୨୦୨୪ର କ୍ରୀଡ଼ାସୂଚୀ ଜାରି


ଆଇପିଏଲ୍ ୨୦୨୪ର କ୍ରୀଡ଼ାସୂଚୀ ଜାରି।ଉଦଘାଟନୀ ମ୍ୟାଚ୍ ଚେନ୍ନାଇ-ବାଙ୍ଗାଲୋର ମଧ୍ୟରେ ହେବ।ମାର୍ଚ୍ଚ ୨୨ରେ ଚେନ୍ନାଇରେ ଖେଳାଯିବ ଉଦଘାଟନୀ ମ୍ୟାଚ୍‌।ପ୍ରଥମ ୨୧ଟି ମ୍ୟାଚ୍ ପାଇଁ କ୍ରୀଡ଼ା ସୂଚୀ ଜାରି।


error: Content is protected !!