ମନୋହର ଯୋଶୀଙ୍କ ପରଲୋକ


ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ ମନୋହର।ଲୋକସଭାର ପୂର୍ବତନ ବାଚସ୍ପତି ମଧ୍ୟ ଥିଲେ।ହୃଦଘାତ ଯୋଗୁଁ ୨ଦିନ ହେବ ଚିକିତ୍ସିତ ହେଉଥିଲେ।ସକାଳ ୩ଟାରେ ୮୬ବର୍ଷ ବୟସରେ ପରଲୋକ।


error: Content is protected !!